25.1 C
Bhubaneswar
Saturday, February 14, 2026
Homeଓଡିଶାଉତ୍କର୍ଷ ଓଡିଶାର ନିଷ୍କର୍ସ : ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜି...

ଉତ୍କର୍ଷ ଓଡିଶାର ନିଷ୍କର୍ସ : ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ୱର:ଉତ୍କର୍ଷ ଓଡିଶାର ନିଷ୍କର୍ସକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମ୍ମିଳନୀରେ ୧୪୫ଟି ଏମଓୟୁ ସ୍ୱାକ୍ଷର ହୋଇଛି । ଶିଳ୍ପ ସଂସ୍ଥା ସହ ସହଭାଗିତାର ନୂଆଯୁଗ ଆରମ୍ଭ ହେବାକୁ ଯାଉଛି । ଏହି ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking