22.1 C
Bhubaneswar
Friday, February 13, 2026
Homeଓଡିଶାବିଜେଡି ପକ୍ଷରୁ କୋରାଇ ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ବିଜେଡି ପକ୍ଷରୁ କୋରାଇ ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ଯାଜପୁର : ଯାଜପୁର ଜିଲ୍ଲା ର କୋରାଇ ବ୍ଲକ୍ ଅଫିସ୍ ସମ୍ମୁଖରେ ବିଜେଡ଼ି ପକ୍ଷରୁ ଏକ ବିକ୍ଷୋଭ ଧାରଣ ପ୍ରତିବାଦ ସଭା ଅନୁଷ୍ଟିତ ସୋଇଥିଲା ବିଭନ୍ନ ଯୋଜନା ରେ କାର୍ଯ୍ୟ ହୋଇ ଥିବା ବିଲ୍ ଗୁଡ଼ିକୁ ବ୍ଲକ୍ ପ୍ରଶାସନ ଶାସକ ଦଳ ନେତାଙ୍କ ଙ୍କ ପରୋଚନା ରେ ବନ୍ଦ କରି ଥିବା ପ୍ରତିବାଦ କରି ଏହି ବିକ୍ଷୋଭ ପ୍ରଦର୍ଶନ କାରା ଯାଇ ଥିଲା ଏହି ବ୍ଲକ୍ ରେ ବିଜେପି ସରକାର ଆସିଲା ପରେ ବିଭିନ୍ନ ଯୋଜନା ଠପ ହୋଇ ଯାଇଚି l ତୁରନ୍ତ ବିଲ୍ ପ୍ରଦାନ କରିବା ପାଇଁ କୋରାଇ ବି ଡି ଓ ଅବନୀ କୁମାର ସହୁ ଙ୍କୁ ପଦାନ କାରା ଯାଇ ଥିଲା ବିଜେପି ସରକାର ଙ୍କ୍ କାର୍ଯ୍ୟ କଲାପ କୁ ତୀବ୍ର ସମାଲୋଚନା କାରା ଯାଇ ଥିଲା l ସାଧକ ପୁର ସରପଞ୍ଚ ସମିତି ସବ୍ୟ ଙ୍କ ପକ୍ଷ ରୁ ସଭା ର ଆୟୋଜନ କରା ଯାଇଥିଲା l ବ୍ଲକ୍ ବିଜେଡି ସଭପତି ଭକ୍ତ ବାତ୍ସଲ୍ୟ ସ୍ୱାଇ ଯୁବ ବିଜେଡିଯୁବ ଜିଲ୍ଲା ସଭାପତି ପ୍ରତାପ ମହାନ୍ତି ସରପଞ୍ଚ ତଳ ଗଡ ସନ୍ତୋଷ କୁମାର ସ୍ବାଇଁ ପ୍ରଶାନ୍ତ ମହାପାତ୍ର ଶୋଭଗ୍ୟ ମହାନ୍ତି ରବୀନ୍ଦ୍ର ବେହେରା ବୁବୁନା ମହାପାତ୍ର ଅଥୟ ମହାନ୍ତି ସୁରେଖା ସେଠୀ ପ୍ରମୁଖ ବହୂ ବିଜେଡି ନେତା ବିଜେପି ସରକାର ର ଜନ ବିରୋଧି ନୀତି ବ୍ଲକ ପ୍ରଶାସନ ର କାର୍ଯ୍ୟ କଲlପ ତୀବ୍ର ସମାଲୋଚନା କରି ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking