26.1 C
Bhubaneswar
Wednesday, February 11, 2026
Homeଓଡିଶାଓଡିଶାରେ ନୂଆ  ପ୍ରୋଜେକ୍ଟ କରିବ ଆର୍ସେଲର  

ଓଡିଶାରେ ନୂଆ  ପ୍ରୋଜେକ୍ଟ କରିବ ଆର୍ସେଲର  

ଭୁବନେଶ୍ୱର : ଓଡିଶାରେ ଆର୍ସେଲର ବିପ୍ଲବ ନିପନ ଷ୍ଟିଲ କରିବ ନୂଆ  ପ୍ରୋଜେକ୍ଟ । ଜାପାନରୁ ଆସିଥିଲେ ଆର୍ସେଲର ନିପନ ଷ୍ଟିଲର ପ୍ରତିନିଧି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଆଲୋଚନା ଉଚ୍ଚସ୍ତରୀୟ ହୋଇଛି । ଜଗତସିଂହପୁର ପ୍ରକଳ୍ପର ଆକ୍ସନ ପ୍ଲାନ ପ୍ରସ୍ତୁୁତ ହୋଇସାରିଛି । ଜେଏସଡବ୍ଲ୍ୟୁ ଇଭି ପ୍ରକଳ୍ପ ନେଇ ଆଲୋଚନା ହେଇଛି । ଏନେଇ ଶିଳ୍ପ ସଚିବ  ହେମନ୍ତ ଶର୍ମାଙ୍କ  ସୂଚନା ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking