29.1 C
Bhubaneswar
Monday, February 2, 2026
Homeଓଡିଶାବିଶ୍ୱଭୂଷଣ ହରିଚନ୍ଦନ  ଅସୁସ୍ଥ

ବିଶ୍ୱଭୂଷଣ ହରିଚନ୍ଦନ  ଅସୁସ୍ଥ

ଭୁବନେଶ୍ୱର : ପୂର୍ୱତନ ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନ ଅସୁସ୍ଥ ଅଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଇବାକୁ ପ୍ରସ୍ତୁତି  ଚାଲିଛି । ବିଶ୍ୱଭୁଷଣଙ୍କ ଅସୁସ୍ଥତା ନେଇ ପୁଅ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking