22.1 C
Bhubaneswar
Monday, January 27, 2025
Homeଦେଶ ବିଦେଶହ୍ୟାଣ୍ଡସେକ୍ ପାଇଁ ବାଧ୍ୟ କରିବା ଏକ  ଯୌନ ନିର୍ଯାତନା : ଚେନ୍ନାଇ ହାଇକୋର୍ଟ

ହ୍ୟାଣ୍ଡସେକ୍ ପାଇଁ ବାଧ୍ୟ କରିବା ଏକ  ଯୌନ ନିର୍ଯାତନା : ଚେନ୍ନାଇ ହାଇକୋର୍ଟ

ନୂଆଦିଲ୍ଲୀ : କାର୍ଯ୍ୟସ୍ଥଳରେ  ହ୍ୟାଣ୍ଡସେକ ପାଇଁ ବାଧ୍ୟ  କରିବା ଏକ ଯୌନ ନିର୍ଯାତନା  ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି ଚେନ୍ନାଇ ହାଇକୋର୍ଟ । ମହିଳା କର୍ମଚାରୀଙ୍କୁ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଏବଂ ଯେକୌଣସି ଅପ୍ରିୟ ବ୍ୟବହାର ଯୌନ ନିର୍ଯାତନା ବୋଲି ମାଡ୍ରାସ୍ ହାଇକୋର୍ଟ କହିଛନ୍ତି । ପୋସ୍ ଆଇନ ଅନୁଯାୟୀ, ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କ ଅନୁଭୂତିକୁ ପୁରୁଷଙ୍କ ଉଦ୍ଦେଶ୍ୟ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଜଷ୍ଟିସ୍ ଆର୍‌. ଏନ୍‌. ମଞ୍ଜୁଲା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking