ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ପୁରୁଷ ସାମିଲ ନେଇ ବିଜେଡିର ପ୍ରଶ୍ନ ଉଠିଛି । ପୁରୁଷ କିପରି ସାମିଲ ହେଲେ, ପ୍ରଶ୍ନ କରିଛନ୍ତି ପ୍ରମିଳା ମଲ୍ଲିକ । ୧୫୭ ନୁହେଁ ହଜାରେରୁ ଅଧିକ ଆବେଦନ କରିଛନ୍ତି । କିଛି ପୁରୁଷ ଆବେଦନକାରୀ ଟଙ୍କା ବି ପାଇଛନ୍ତି । ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ସରକାର କ୍ଷମା ମାଗନ୍ତୁ ବୋଲି କହିଛନ୍ତି ପ୍ରମିଳା ।