26.1 C
Bhubaneswar
Wednesday, March 25, 2026
Homeଓଡିଶାବାଚସ୍ପତି ପକ୍ଷ ନେଲେ ବିରୋଧ କରିବୁ – କଂଗ୍ରେସ

ବାଚସ୍ପତି ପକ୍ଷ ନେଲେ ବିରୋଧ କରିବୁ – କଂଗ୍ରେସ

ଭୁବନେଶ୍ୱର : ବାଚସ୍ପତି ସୁରମା ପାଢୀଙ୍କ ମନ୍ତବ୍ୟ ପ୍ରସଙ୍ଗରେ  କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ବାଚସ୍ପତିଙ୍କ ପ୍ରତି ଆମର ସମ୍ମାନ  ରହିଛି । କଂଗ୍ରେସ ଦଳଗଣତନ୍ତ୍ରକୁ  ବିଶ୍ୱାସ କରେ । ବାଚସ୍ପତି ସବୁ ଦଳକୁ ସମାନ ଭାବରେ ଦେଖିବା ଦରକାର ।  ଯଦି କୌଣସି ଦଳର ପକ୍ଷ ନେବେ ଆମେ ବିରୋଧ କରିବୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking