ଭୁବନେଶ୍ୱର : ବାଚସ୍ପତିଙ୍କର ତାଗିଦ ପରେ ବିଜେଡି ବୟାନ ରଖିଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରତିକ୍ରିୟା ରଖିଛନ୍ତି । ଗଣତନ୍ତ୍ରରେ ବିରୋଧୀଙ୍କ ସ୍ୱର ଚପାଇବାକୁ ପ୍ରୟାସ ଚାଲିଛି । ନାଲି ଆଖି ଦେଖାଇଲେ ଚଳିବ ନାହିଁ । ବିରୋଧୀ ଦଳର ସ୍ୱର ବନ୍ଦ କରିପାରିବେନି । ଦୋଷ ତ୍ରୁଟିକୁ ଉପସ୍ଥାପନା କରାଯିବ କହିଛନ୍ତି ପ୍ରମିଳା ମଲ୍ଲିକ ।