28.1 C
Bhubaneswar
Thursday, March 5, 2026
Homeଓଡିଶାରାଜ୍ୟରେ ଧାନ କିଣା ଠିକ ଚାଲିଛି  :  ମନ୍ତ୍ରୀ

ରାଜ୍ୟରେ ଧାନ କିଣା ଠିକ ଚାଲିଛି  :  ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଧାନ କିଣା ଠିକ ଚାଲିଛି  କହିଲେ ଯୋଗାଣ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର । କଟନୀ ଛଟନୀ ହେଉନି କହିଛନ୍ତି ଯୋଗାଣ ମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ୭୨୦୮  କୋଟି ଟଙ୍କା ଦିଆଯାଇଛି ।  ୩୪ ଲକ୍ଷ ୨୯ ହଜାର ମେଟ୍ରିକ ଟନ ଧାନ କିଣା ହେଲାଣି ।  କଟନୀ ଛଟନୀ ଅଭିଯୋଗ ଆସିଲେ  ତୁରନ୍ତ ପଦକ୍ଷେପ ନିଆଯାଉଛି ।  ଖରାପ ଧାନ ମଣ୍ଡିକୁ ନ ଆଣିବାକୁ ଚାଷୀଙ୍କୁ ଅପିଲ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking