ଭୁବନେଶ୍ୱର : ନବଦାସ ହତ୍ୟା ମାମଲାରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ରହିଛି । କହିଛନ୍ତି ମୁଖ୍ୟ ଅଭିଯୁକ୍ତକୁ ଖସାଇ ଦେବାକୁ ଷଡଯନ୍ତ୍ର କରାଯାଇଛି । ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣାପଡୁଛି । ପୁନଃ ତଦନ୍ତ ପାଇଁ ସରକାର ସୁପାରିଶ କରିପାରିବେ । କୋର୍ଟରେ ପିଟିସନ ଦାଖଲର ଆବଶ୍ୟକତା ରହିଛି । ତଦନ୍ତରେ ତ୍ରୁଟି ଥିବାରୁ ହାଇକୋର୍ଟରେ ପିଟିସନ କରାଯିବ ।
।