ଭୁବନେଶ୍ୱର : ଗଣଶିକ୍ଷା ବିଭାଗରେ ଲାଗୁ ହୋଇଛି ଜାତୀୟ ଶିକ୍ଷାନୀତି ୨୦୨୦ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାରେ ହେବ ସହାୟକ ଏନଇପି ୨୦୨୦ । ଶୈକ୍ଷିକ ଢାଞ୍ଚାରେ ପରିବର୍ତ୍ତନ ହେବ । ୧୦ + ୨ ବଦଳରେ ହେବ ୫ +୩+୩+୪ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ୱରୁ ଉଚ୍ଚଶିକ୍ଷା ବିଭାଗରେ ଲାଗୁ ହୋଇସାରିଛି ।