20.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଅଜବ ନିୟମ; ପାଳିତ ଝିଅକୁ ବାହା ହୁଅନ୍ତି ବାପା

ଅଜବ ନିୟମ; ପାଳିତ ଝିଅକୁ ବାହା ହୁଅନ୍ତି ବାପା

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ଆଇନ୍ ଅଛି । ପ୍ରତ୍ୟେକ ଦେଶ ପାଇଁ ଭିନ୍ନ ଭିନ୍ନ ଆଇନ୍ ରହିଛି । ଯେମିତି ବି ଆଇନା ହେଉ ତାହାକୁ ମାନି ଚଳିବାକୁ ପଡିଥାଏ । ଯଦି କେହି ଆଇନ୍ ବାହାରେ କାମ କରନ୍ତି ତେବେ ତାହା ବେଆଇନ୍ ବୋଲି କୁହାଯାଏ ଏବଂ ଏପରି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ୍ ଗ୍ରହଣ କରାଯାଏ । ଏହାସହ ଆପଣମାନେ ଜାଣିଥିବେ ଯେ ବିଶ୍ୱର ବିଭିନ୍ନ ଦେଶରେ ବିବାହକୁ ନେଇ ଅନେକ ନିୟମ ପ୍ରଣୟନ କରାଯାଇଛି । ଏଥି ସହ ନିୟମରେ ବିବାହର ବୟସ ମଧ୍ୟ ନିର୍ଣ୍ଣୟ କରାଯାଏ । ହେଲେ ଏପରି ଗୋଟିଏ ଦେଶ ଅଛି ଯେଉଁଠି ଏକ ଅଜବ ଆଇନ୍ ରହିଛି । ଯାହାକି ଜଣେ ବାପା ତାଙ୍କ ନିଜ ଝିଅକୁ ମଧ୍ୟ ବିବାହ କରିପାରିବେ । ଏହି ଆଇନ୍ ସେହି ଦେଶର ସରକାର ନିଜେ ତିଆରି କରିଛନ୍ତି ।
ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ…

ଯେତେବେଳେ ଗୋଟିଏ ପିଲା ଜନ୍ମ ହୁଏ, ସେତେବେଳେ ପିତାମାତାଙ୍କ ବହୁତ ଖୁସି ଅନୁଭବ କରିଥାନ୍ତି । ପୁଅ ହେଉ କିମ୍ବା ଝିଅ ହେଉ ପିତାମାତା ସବୁଥିରେ ଖୁସି ହୋଇଥାନ୍ତି ଏବଂ ନିଜ ଝୁଆମାନଙ୍କ ଭିତରେ ଭେଦଭାବ ରଖନ୍ତି ନାହିଁ । ସମସ୍ତଙ୍କୁ ସମାନ ଭାବରେ ଲାଳନପାଳନ କରିଥାନ୍ତି । ଏହା ସହ ନିଜ ଝୁଆଙ୍କୁ ବହୁତ ସ୍ନେହ, ଆଦର ଦେଇ ବଡ଼ କରିଥାନ୍ତି । କିଛି ପିତାମାତା ପୁଅ କିମ୍ବା ଝିଅମାନଙ୍କ ପାଇଁ ବିଭିନ୍ନ ସ୍ଥାନକୁ ଯାଇ ଶୁଭ ମନାସି ଥାଆନ୍ତି ଏବଂ ଭୋଗ ମଧ୍ୟ ଲଗାଇଥାନ୍ତି । କିନ୍ତୁ ଆପଣଙ୍କୁ ଗୋଟିଏ କଥା କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ଏହି କଥା ବିଷୟରେ । ଇରାନରେ ଅଜମ ନିୟମ ରହିଛି ।

ଯଦି ଜଣେ ପିତା ଇଦାନରେ ଏକ ଝିଅକୁ ପୋଷ୍ୟ ଗ୍ରହଣ କରନ୍ତି, ତେବେ ସେ ତାକୁ ବିବାହ କରିପାରିବ । ଏହି ଆଇନ୍ ୨୦୧୩ ମସିହାରେ ତତ୍କାଳୀନ ଇରାନ୍ ସରକାର ଦ୍ୱାରା ଗୃହୀତ ହୋଇଥିଲା । ଆପଣଙ୍କୁ ଏହା କହୁଛୁ ଯେ ବିଶ୍ୱରେ ଅନ୍ୟ କୌଣସି ଦେଶରେ ଏପରି ଲଜ୍ଜାଜନକ ଆଇନ୍ ନାହିଁ । ଇରାନରେ ବିବାହ ସମ୍ପର୍କିତ ଆଇନ୍ ମଧ୍ୟ ବିଶ୍ୱର ଅନ୍ୟ ଦେଶଠାରୁ ବହୁତ ଭିନ୍ନ ରହିଛି । ଭାରତରେ ଝିଅମାନଙ୍କ ପାଇଁ ବିବାହର ବୟସ ୧୮ ବର୍ଷ ଏବଂ ପୁଅମାନଙ୍କ ପାଇଁ ୨୧ ବର୍ଷ ହୋଇଛି । ହେଲେ ଇରାନରେ ୯-୧୩ ବର୍ଷ ବୟସରେ ଝିଅମାନେ ମଧ୍ୟ ବିବାହ କରିପାରିବେ । ଏହା ସହ ପୁଅମାନଙ୍କର ୧୫ ବର୍ଷ ହୋଇଥିବା ଦରକାର୍ । ବହୁତ ଅଜବ ରହିଛି ଏଠାକାର ଆଇନ୍‌, ଯାହା ଗୋଟିଏ ପିତା ଛିଅକୁ ପାଳିପୋଶୀ ଏତେ ବଡ଼ କରିଲା ପରେ ବି ତାକୁ ବିବାହ କରିଥାଏ । ଏପରି ରହିଛି ଇରାନର ଅଜବ ଆଇନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking