ଭୁବନେଶ୍ୱର : ବିଶାଲ ଦାସଙ୍କୁ ଅଟକ ରଖିବା ପ୍ରସଙ୍ଗରେ ପୂର୍ୱତନ ବିଧାୟିକା ଦୀପାଳି ଦାସ ଆଜି ପ୍ରେସମିଟରେ ସରକାର ଓ ପୁଲିସଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି , ପ୍ରାଇଭେଟ ପ୍ରପର୍ଟିକୁ ପୁଲିସ ଗୁଣ୍ଡାଧରି ଆସିଥିଲା । କେଉଁ ନ୍ୟାୟରେ ଅନ୍ୟ ଥାନାକୁ ମାମଲା ହସ୍ତାନ୍ତର ହେଲା । ସମିତିସଭ୍ୟ ଓ ସରପଞ୍ଚଙ୍କୁ ତିନିଟି ଭାଗରେ ରଖାଗଲା ।