36.1 C
Bhubaneswar
Wednesday, April 29, 2026
Homeଓଡିଶାଇରାଶିଷ ନିର୍ଦ୍ଦୋଷରେ ଖଲାସ

ଇରାଶିଷ ନିର୍ଦ୍ଦୋଷରେ ଖଲାସ

ବରଗଡ :  ନିର୍ଦ୍ଦୋଷରେ ଖଲାସ  ହେଲେ ବିଧାୟକ ଇରାଶିଷ ଆଚାଯ୍ୟ । ନାରାୟଣ ସତନାମୀ  ହତ୍ୟା ମାମଲାରେ ନିର୍ଦ୍ଦୋଶରେ ଖଲାସ ହେଲେ ଇରାଶିଷ । ବିଧାୟକଙ୍କ ସହ ୩ ଜଣଙ୍କୁ  ନିର୍ଦ୍ଦୋଶରେ ଖଲାସ କଲେ  ଏଡିଜେ କୋର୍ଟ । ୨୦୧୮  ବିଜେପୁର ଉପନିର୍ୱାଟନ  ବେଳେ ହତ୍ୟାକାଣ୍ଡ ହୋଇଥିଲା । ନିର୍ଦ୍ଦୋଷରେ ଖଲାସ ନେଇ  ଆଚାଯ୍ୟଙ୍କ ଓକିଲଙ୍କ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking