29.1 C
Bhubaneswar
Monday, April 27, 2026
Homeଓଡିଶାହତ୍ୟା ନୁହେଁ ସୁପାରୀ କିଲିଂ :  ଜୟ ନାରାୟଣ

ହତ୍ୟା ନୁହେଁ ସୁପାରୀ କିଲିଂ :  ଜୟ ନାରାୟଣ

ଭୁବନେଶ୍ୱର : ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟାମାମଲାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ବଡ ବୟାନ ରଖିଛନ୍ତି ।  ଅନ୍ୟଙ୍କୁ ମାରିବା ପାଇଁ ଡ୍ରାଇଭର ସୁପାରୀ ନେଇଥିଲା । ଭୁଲବଶତଃ  ଏମାନଙ୍କୁ ମାରିଛି । କିଏ ସୁପାରୀ ଦେଇଥିଲା ପୁଲିସ ତଦନ୍ତ କରୁ କହିଛନ୍ତି ଜୟନାରାୟଣ । ଆସ ମାଫିଆମାନେ ସବୁ ଜାଗାରେ ଅଛନ୍ତି । ରାଜନୈତିକ ଷଡଯନ୍ତ୍ର  ଥିବ ବୋଲି  ମୋତେ ଲାଗୁନି କହିଲେ ଜୟନାରାୟଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking