18.1 C
Bhubaneswar
Thursday, December 25, 2025
Homeଓଡିଶାଭାଗଚାଷୀଙ୍କ ବୁଡିଲା ଭେଳା – ମନ୍ତ୍ରୀ

ଭାଗଚାଷୀଙ୍କ ବୁଡିଲା ଭେଳା – ମନ୍ତ୍ରୀ

ଭୁବନେଶ୍ୱର : ଭାଗଚାଷୀଙ୍କୁ ମିଳିବନି କ୍ଷତିପୂରଣ  । ଏନେଇ ରାଜସ୍ୱମନ୍ତ୍ରୀ  ସୁରେଶ ପୂଜାରୀ ବୟାନ ରଖିଛନ୍ତି । କହିଛନ୍ତି  ଭାଗଚାଷୀଙ୍କ ପାଇଁ  ଏ ଯାଏଁ କøଣସି ନିୟମ ନାହିଁ । ପୂର୍ୱ ସରକାର ଏନେଇ କିଛି ନିଷ୍ପତ୍ତି ନେଇନାହାଁନ୍ତି । କ୍ଷତିପୂରଣ  ମୂଳ ଜମି ମାଲିକଙ୍କୁ ମିଳିବ । ଗଞ୍ଜାମ ଜିଲ୍ଲାରେ ସର୍ୱାଧିକ ୬୦ ହଜାର ୭୧୨. ୬ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ପୁରୀରେ ୪୯ ହଜାର ୨୯୬ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ଏହାସହ ନୂଆପଡାରେ ୧୨. ୬୦ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ଅଦିନିଆ ବର୍ଷାରେ ବ୍ୟାପକ ଫସଲ ଚାଷୀର ନଷ୍ଟ ହୋଇଛି । ଏହା ସବୁ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି ।   ଭାଗଚାଷୀଙ୍କୁ  ଜମି ମାଲିକ ଆବଣ୍ଟନ କରିବେ । ୩ରୁ ୪ ଦିନରେ ମିଳିବ ସହାୟତା । ୧୫ ଦିନରେ  କ୍ଷତିପୂରଣ  ଦେବେ  ବୀମା କମ୍ପାନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking