ଭୁବନେଶ୍ୱର : ବିଜେଡିରେ ଗୋଡଟଣା ଚାଲିଛି । ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ ଅସନ୍ତୋଷ ଝାଡିଛନ୍ତି । ଦଳରେ ଗୋଡଟଣା ପାଇଁ ନାଲଲି ପୋଷାକ ପିନ୍ଧୁଛି । ଚିଟଫଣ୍ଡରେ ମୋତେ ଛନ୍ଦିବା ବି ମୋ ଗୋଡଟଣା । ସେ କହିଛନ୍ତି ପୁରାଣ ଯୁଗରେ ରାବଣ , କଂସ ଥିଲେ । ସେମାନେ ସବୁ ଏବେ ଦଳରେ ଅଛନ୍ତି ।