26.1 C
Bhubaneswar
Sunday, January 5, 2025
Homeଓଡିଶାକେଉଁ କିସମିସ କେଉଁଥିପାଇଁ ଭଲ ଜାଣନ୍ତୁ ..

କେଉଁ କିସମିସ କେଉଁଥିପାଇଁ ଭଲ ଜାଣନ୍ତୁ ..

ଭୁବନେଶ୍ୱର : କିସମିସ ଦେହ ପାଇଁ ହିତକାର ।  କିସମିସରେ ଆଇରନ,  ପୋଟାସିୟମ ,  କ୍ୟାଲସିୟମ , ମ୍ୟାଗ୍ନେସିୟମ, ଫାଇବର ଏବଂ  ଆଣ୍ଟି ଅକ୍ସିଡାଣ୍ଟ   ମିଳିଥାଏ । ଯାହା  ଶରାରକୁ ଲାଭ ଯୋଗାଇଥାଏ । କିସମିସ ବିଭିନ୍ନ ପ୍ରକାରର ଆଲେ । କଳା ଏବଂ ହଳଦିଆ । କିସମିସ ଅନେକ ପ୍ରକାରର ରେସିପିରେ ମଧ୍ୟ ବ୍ୟବହୃତ ହୁଏ । କଳା କିସମିସ ଦ୍ରାକ୍ଷରୁ  ତିଆରି ହୁଏ ।  କଳା କିସମିସରେ ଆଇରନ ର ମାତ୍ରା ଅଧିକ ରହିଥାଏ । ଯାହା  ରକ୍ତହୀନତାକୁ ଦୂର କରେ ।   କଳା କିସମିସ ଶରୀରକୁ  ଶକ୍ତି ଦେଇଥାଏ । ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।  ସେହିଭଳି ହଳଦିଆ କିସମିସରେ  ଫାଇବର ଥାଏ । ଯାହା  ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ଏହା ବିଭିନ୍ନ ପ୍ରକାରର ଅଙ୍ଗୁରରୁ  ପ୍ରସ୍ତୁତ ହୋଇଥାଏ । ଏହା ରକ୍ତରେ ଶର୍କରା ସ୍ତରକୁ  ସନ୍ତୁଳିତ ରଖିବାରେ ସାହାଯ୍ୟ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking