27.4 C
Bhubaneswar
Thursday, May 14, 2026
Homeଦେଶ ବିଦେଶକେରଳ ନର୍ସଙ୍କ ମୃତ୍ୟୁଦଣ୍ଡକୁ ନେଇ ୟେମେନ ରାଷ୍ଟ୍ରପତିଙ୍କ ଅନୁମୋଦନ

କେରଳ ନର୍ସଙ୍କ ମୃତ୍ୟୁଦଣ୍ଡକୁ ନେଇ ୟେମେନ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ : ସ୍ୱପ୍ନ ନେଇ ଯାଇଥିଲେ କେରଳ ।   ୟେମେନରେ ୟେମେନରେ ରହୁଥିବା ଜଣେ ଭାରତୀୟ ନର୍ସ ଟଙ୍କା ରୋଜଗାର ପାଇଁ ସେଠାକୁ ଯାଇଥିଲେ। ଟଙ୍କା ରୋଜଗାର କରି ସେ ନିଜ ପରିବାରର ଦାୟିତ୍ବ ନେବେ ଓ ନିଜର ଏକ କ୍ଲିନିକ ଖୋଲିବେ ବୋଲି ଭାବିଥିଲେ। ହେଲେ କିଛି ବର୍ଷ ମଧ୍ୟରେ ତାଙ୍କର ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଥିଲେ। ନର୍ସ ପରିବର୍ତ୍ତେ ସେ ବନିଯାଇଥିଲେ କଏଦୀ। ଆମେ ଏଠାରେ ୨୦୧୭ରୁ ‌ୟେମେନ ଜେଲରେ ଥିବା ନିମିଶା ପ୍ରିୟାଙ୍କ କଥା କହୁଛୁ। ୨୦୧୮ରେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ଏବେ ୟେମେନ ରାଷ୍ଟ୍ରପତି ରଶଦ ଅଲ-ଅଲିମି ତାଙ୍କ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଛନ୍ତି। ଏହା ପରେ ତାଙ୍କ ପାଖରେ ଆଉ ମାତ୍ର ମାସେ ସମୟ ରହିଯାଇଛି। ଏହି ଖବର ପାଇ ଝିଅକୁ ବଞ୍ଚାଇବା ପାଇଁ ଦୀର୍ଘ ବର୍ଷ ହେଲାଣି ସଂଘର୍ଷ କରିଆସୁଥିବା ପରିବାର ଏବେ ଭାଙ୍ଗିପଡ଼ିଛି।  ସୂଚନ ମୁତାବକ, ଜଣେ ୟେମେନ ନାଗରିକଙ୍କ ହତ୍ୟା ପାଇଁ ନିମିଶା ୨୦୧୭ମସିହାରୁ ଜେଲ ଦଣ୍ଡ ଭୋଗୁଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking