ଭୁବନେଶ୍ୱର : ଫେବୃଆରୀରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା । ଏନେି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ ଘୋଷଣା କରିଛନ୍ତି। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ମନ୍ତ୍ରୀ କହିଛନ୍ତି , ରାଜ୍ୟରେ ସାଢେ ୩ କୋଟି ଲୋକଙ୍କୁ ମିଳିବ କାର୍ଡ । ୧ କୋଟି ପରିବାର ପାଇବେ କାର୍ଡ । ଏହି ଯୋଜନାରୁ କେହି ବି ବଞ୍ଚିତ ହେବେନି କହିଛନ୍ତି ମନ୍ତ୍ରୀ । ନୂଆ ବର୍ଷରେ ନୂଆ ମେଡିକାଲ କଲେଜ ବଢାଇବାକୁ ସଂକଳ୍ପ ରହିବ । ନର୍ସିଂ କଲେଜ ମଧ୍ୟ ବଢାଇବାକୁ ସରକାରଙ୍କ ସଂକଳ୍ପ ରହିବ ।