14.1 C
Bhubaneswar
Saturday, December 6, 2025
Homeଓଡିଶାଭିଟାମିନ ବି୧୨ର ଅଭାବକୁ ଦୂର କରିବା ପାଇଁ କରନ୍ତୁ ଏହି ଉପାୟ ...  

ଭିଟାମିନ ବି୧୨ର ଅଭାବକୁ ଦୂର କରିବା ପାଇଁ କରନ୍ତୁ ଏହି ଉପାୟ …  

ଭୁବନେଶ୍ୱର : ଭିଟାମିନ ବି ୧୨  ହେଉଛି ଏକ ଉପାଦାନ  ଯାହା ଆମ ଶରୀରର ଉପାଦାନ  ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  ଭିଟାମିନ ବି ୧୨  ଡିଏନଏ ତିଆରି କରିବାରେ  ଏବଂ  ଆମ କୋଷରେ  ଶକ୍ତି ଉତ୍ପାଦନ  କରିବାରେ ସାହାଯ୍ୟ କରେ ।  ଶରୀରରେ ଭିଟାମିନ ବି ୧୨ ଅଭାବ ଥିଲେ   ରକ୍ତହୀନତା , ଥକାପଣ  , ଦୁର୍ୱଳତା ଅନୁଭବ ହୁଏ । ଭିଟାମିନ ବି ୧୨କୁ ବଢାଇବା ପାଇଁ ହେଲେ  ମୁଗ ପାଣି  ପିଇବା ଉଚିତ । ନଚେତ  ମୁଗ ଡାଲି ପିଇବା ଉଚିତ । ରାତିରେ ଶୋଇବା ପୂର୍ୱରୁ ଏକ କପ ମୁଗକୁ ରାତିରେ  ଭିଜାଇ  ରଖି ଦିଅନ୍ତୁ ତାପରେ ସକାଳେ ସେଥିରେ କିଛି ପିଆଜ କିମ୍ବା ଟମାଟ କିମ୍ବା ଲେମ୍ବୁ ପକାଇ ଖାଇପାରିବେ ।  ଭିଟାମିନ ବି ୧୨ ଅଧିକାଂଶ ଭେଜ ଆଇଟମରେ ମିଳିଥାଏ । ଏପରି ଖାଇବା ଦ୍ୱାରା  ଭିଟାମିନର ଅଭାବକୁ ଦୂର କରିବାରେ  ସାହାଯ୍ୟ କରିଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking