16.1 C
Bhubaneswar
Saturday, December 6, 2025
Homeଓଡିଶାରାସ୍ତା ପାଇଁ  କଟାହେବନି ଗଛ – ମନ୍ତ୍ରୀ

ରାସ୍ତା ପାଇଁ  କଟାହେବନି ଗଛ – ମନ୍ତ୍ରୀ

ଭୁବନେଶ୍ୱର : ସଡକ ନିର୍ମାଣ ପାଇଁ  ଆସିବ ନୂଆ  ପଲିସୀ  ା ଏନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ  ସୂଚନା ଦେଇଛନ୍ତି । କହିଛନ୍ତି ରାସ୍ତା ପ୍ରଶସ୍ତିକରଣ ପାଇଁ ଆଉ କଟାଯିବନି  ଗଛ । ଗଛକୁ ଅନ୍ୟତ୍ର ସ୍ଥାନ କରାଯିବ । ୟୁରୋପିଆନ  ମେସିନରେ ସ୍ଥାନାନ୍ତର  କରାଯିବ । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କୁ ରାସ୍ତା ନିର୍ମାଣରେ ବ୍ୟବହାର କରାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking