25.1 C
Bhubaneswar
Monday, May 4, 2026
Homeଓଡିଶାମଝି ରାସ୍ତାରେ ଜଳିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ମଝି ରାସ୍ତାରେ ଜଳିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କେଉଁଝର :  ଆଖି ପିଛୁଳାକେ ଜଳିଗଲା  ହାଇଫ୍ୱା ଟ୍ରକ । ଅଳ୍ପକେ ବର୍ତ୍ତି ଡ୍ରାଇଭର । ଯୋଡ଼ା ବାମେବାରି ଥାନା  ଖଣ୍ଡବନ୍ଧ ବାଲାଜୀ ପାର୍କିଂ ସ୍ଥଳରେ ଏକ ହାଇୱା ଟ୍ରକ୍ ହୁତୁ ହୁତୁ ହୋଇ ଜଳିଯାଇଛି । ଅଳ୍ପକେ ଡ୍ରାଇଭର ଜଣଙ୍କ ବର୍ତ୍ତି ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଉକ୍ତ ପାର୍କିଂ ସ୍ଥଳରେ ଠିଆ ହୋଇଥିବା ହାଇୱା ଟ୍ରକରେ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଡ୍ରାଇଭର ଏଥିରୁ ବର୍ତ୍ତି ଯାଇଥିବା ଜଣାପଡିଛି। ଦମକଳ ବାହିନୀ ନିଆଁକୁ ଆୟତ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking