26.1 C
Bhubaneswar
Friday, March 27, 2026
Homeଓଡିଶାକୋରେଇ ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ 

କୋରେଇ ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ 

ଯାଜପୁର: ଯାଜପୁର ଜିଲ୍ଲା ର କୋରାଇ ନିର୍ବାଚନ ମଣ୍ଡଳୀ ର ପାଣିକୋଇଲି ଠାରେ ବିଜେପି ର ମିଶ୍ରଣ ପର୍ବ ଏକ ପହସନ ରେ ପରିଣତ ହୋଇଛି l ସୋମବାର ପାଣିକୋଇଲି ଠାରେ କୋରାଇ ନିର୍ବାଚନ ମଣ୍ଡଳୀରେ ସରପଞ୍ଚ ଓ ପୁର୍ବ ତନ ସରପଞ୍ଚ ସମିତି ମେମ୍ବର କୁ ନେଇ ଏକ ମିଶ୍ରଣ ପର୍ବ ଅନୁଷ୍ଟିତହୋ ଇଥିଲା ଏହି କାର୍ଯ୍ୟ କ୍ରମ ରେ ବିଧାୟକ ଆକାଶ ଦାସ ନାୟକ, ଙ୍କ ଅଧ୍ୟକ୍ଷତା ରେ ମିଶ୍ରଣ ପର୍ବ ରେ ରାଜ୍ୟ ସମବାୟ, ବୟନ ଓ ହସ୍ତତନ୍ତ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ରବି ନାରାୟଣ ବେହେରା ଧର୍ମ ଶଳା ବିଧାୟକ ହିମାସୁ ଶେକର ସାହୁ ବଡଚଣା ବିଧାୟକ ଅମର ନାୟକ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ପ୍ରମୁଖ ଯୋଗ ଦେଇଥିଲେ l ବିଜେପି ରେ ଯେଉଁ ମାନେ ସାମିଲ ହୋଇ ଛନ୍ତି ସେମାନେ ବିଧାୟକ ଙ୍କୁ ବିଧାନ ସଭା ନିର୍ବାଚନ ରେ ଖୋଲାମ ଖୋଲି ଆକୁଣ୍ଟ ସମର୍ଥନ କରି ଥିଲେ l ବିଜେପି ର ନିର୍ବାଚନ ସଭା ରେ ଯୋଗ ଦେଇଥିଲେ l ସେମାନଙ୍କ ମଧ୍ୟରୁ କଂଗ୍ରେସ ବିଜେଡି ଦଳ କର୍ମୀ ମାନେ ବିଧାୟକ ଦାସ ନାୟକ ଙ୍କୁ ଭଲ ପାଇ ସର୍ମର୍ଥନ କରି ଥିଲେ l କିନ୍ତୁ ବିଜେପି ଦଳ କୁ ନୁହେ ତାଣ୍ଡରା ସରପଞ୍ଚ ଙ୍କୁ ଛାଡି ଦେଲେ ଅନ୍ୟ ମାନେ ବିଜେଡି ଓ କଂଗ୍ରେସ ଦଳ ରୁ ଇସ୍ତପା ପତ୍ର ଦେଇ ନାହାଁନ୍ତି ଏଥିରୁ ସ୍ପଟ୍ ପ୍ରମାଣ ମିଳେ ଯେ ସେମାନେ କୌଣସି ଦଳ ରେ ସଦସ୍ୟ ହୋଇ ନ ଥିଲେ ସେମାନେ ବିଧାୟକ ଦାସ ନାୟକ ଙ୍କ ନିକଟ ତର ଥିଲେ କଂଗ୍ରେସ ବିଜେଡି ଦଳ ସଦସ୍ୟ ମାନେ ସେମାନଙ୍କ ଦଳ ଚାଡ଼ି ନାହାଁନ୍ତି l ତିନି ହଜାର ଅନ୍ୟ ଦଳ ରୁ ଆସି ବିଜେପି ରେ ଯୋଗ ଦେବା ବହସ୍ପୋଟ କଥା l ବିଜେଡି ଦଳ ର ମୁଖା ପିନ୍ଧି ବିଜେପି ଦଳ ରେ କାର୍ଯ୍ୟ କରି ବିଶ୍ୱାସ ଘାତକ ସାଜି ଥିଲେ ଓ ଠିକାଦାର କରିବା ପାଇଁ ବିଜେପି ରେ ଯୋଗ ଦେଇଛନ୍ତି l କୋରେଇ ରେ କଂଗ୍ରେସ ନେତୃତ୍ଵ ବଦଳି ରେ ପୁଣି କଂଗ୍ରେସ କୁ ପଳାଇ ଆସିବେ l। ବିଧାୟକ ସମଗ୍ର କୋରେଇ କୂ ପଦ୍ମ ମୟ କରି ଦେବେ ଏହା କେବଳ ଭାଷଣ ବାଜି ଛଡା କାର୍ଯ୍ୟ କମ ବୋଲି କୋରାଇ ବାସୀ ଶ୍ରୀ ଦାସ ନାୟକ ଙ୍କୁ ପରଖି ଗଲେଣି lକୋରାଇ ନିର୍ବାଚନ ମଣ୍ଡଳୀ ରେ ବିଜେପି ସରକାର ସମୟ ରେ ସରକାରି କର୍ମ ଚାରି ମାନଂକ ବଦଳି କରାଯିବା ଚଢ଼ା ବିକାସ ଘର ସୁନୁ ନିର୍ମାଣ ଶେଷ ହୋଇ ଥିବା ଜାତିୟ ରାଜ ପଥ ର ଓଭର ବ୍ରିଜ କାର୍ଯ୍ୟ କ୍ଷେମ ହୋଇ ପାରିଲା ନାହିଁ ବିଧାୟକ ଓ ସାଂସଦ ଙ୍କ କେତେ ଦମ୍ ଅଛି କୋରାଇ ସଂଗ୍ରାମ ସମିତି ବିଜେପି ନେତା ଙ୍କୁ ପ୍ରଶ୍ନ କରିଛି l ଆଗାମୀ ପଂଚାୟତ ନିର୍ବାଚନ ବିଜେପି କୁ କେତେ ସଫଳତା ହାସଲ କରିବ ତାହା ସମୟ କହିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking