28.1 C
Bhubaneswar
Monday, February 9, 2026
Homeଓଡିଶାକାଲି ହେବନି ପଥୋତ୍ସବ :  ବିଏମସି

କାଲି ହେବନି ପଥୋତ୍ସବ :  ବିଏମସି

ଭୁବନେଶ୍ୱର : ଆସନ୍ତାକାଲି  ହେବାକୁ ଥିବା ପଥୋତ୍ସବ ସ୍ଥଗିତ ରଖିଲା ବିଏମସି । ଖରାପ ପାଗ ଯୋଗୁଁ ଓ ବର୍ଷା ଯୋଗୁଁ  ପଥୋସ୍‌ôବ ସ୍ଥଗିତ ରଖାଯାଇଛି । ସ୍ଥଗିତ ନେଇ ଏକ୍ସରେ  ବିଏମସି ପକ୍ଷରୁ  ସୂଚନା ଦିଆଯାଇଛି । ପ୍ରବାସୀ ଭାରତୀୟ  ସମ୍ମିଳନୀ ପୂର୍ୱରୁ  ୩ଟି ଜୋନରେ ହୋଇଥାନ୍ତା । ପୁଣି କେଉଁ ତାରିଖରେ  ହେବ ଜଣାଇ ଦିଆଯିବ ବୋଲି କହିଲା ବିଏମସି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking