28.1 C
Bhubaneswar
Tuesday, May 5, 2026
Homeଓଡିଶାଶ୍ରୀମନ୍ଦିରରେ ନୂଆବର୍ଷରୁ ଧାଡି ଦର୍ଶନ ବ୍ୟବସ୍ଥା

ଶ୍ରୀମନ୍ଦିରରେ ନୂଆବର୍ଷରୁ ଧାଡି ଦର୍ଶନ ବ୍ୟବସ୍ଥା

ପୁରୀ : ଶ୍ରୀମନ୍ଦିରରେ ନୂଆବର୍ଷରୁ  ଧାଡି  ଦର୍ଶନ ବ୍ୟବସ୍ଥା । ପ୍ଲାଟଫର୍ମ ଅନୁଯାୟୀ ଦର୍ଶନ ବ୍ୟବସ୍ଥା ହୋଇଛି । ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ରହିଛି । ଶ୍ରଦ୍ଧାଳୁ ଗୋଟିଏ ପଟେ ଯିବେ ଓ ଅନ୍ୟପଟେ ବାହାରିବେ । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିଛି । ଏନେି ସମସ୍ତଙ୍କ ସହେଯାଗ ଲୋଡିଲେ  ଆଇନ ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking