17.1 C
Bhubaneswar
Sunday, December 21, 2025
Homeଓଡିଶାଗାଁ ମୁହାଁ ହାତୀପଲ : ଧାନଜମି ନଷ୍ଟ

ଗାଁ ମୁହାଁ ହାତୀପଲ : ଧାନଜମି ନଷ୍ଟ

ଭୁବନେଶ୍ୱର: ଜଙ୍ଗଲ ଛାଡି ଗାଁରେ ଆତଙ୍କ ଖେଳାଇଲେ ହାତୀପଲ ।  ଖୁଣ୍ଟୁଣୀ  ରେଞ୍ଜରେ   ୧୫ ଟିକିଆ ହାତୀପଲ । ଚନ୍ଦକାରୁ ଫେରି ଆଠଗଡ ଅଞ୍ଚଳରେ ରାସ୍ତା ଉପରେ ବୁଲିବା ସହ ଧାନ କ୍ଷେତ ନଷ୍ଟୁ କରୁଛନ୍ତି ହାତୀପଲ । ଏବେ ପାଚିଲା ଧାନ ବିଲରେ ପଡିଥିବା ବେଳେ ହାତୀପଲଙ୍କୁ ନେଇ ଚିନ୍ତାରେ ଚାଷୀ। ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ହାତୀପଲଙ୍କ ଉପରେ ନଜର ରଖିଛନ୍ତି। ଆଠଗଡ ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ବାଳୀ, ବ୍ରାହ୍ମଣ ବସ୍ତ, ବଉଳ ଗାଁ ନିକଟରେ ଥିବା ଚାଷ ଜମିରେ ହାତୀ ପଲ ଉପଦ୍ରବ କରୁଛନ୍ତି। ଗ୍ରାମ ନିକଟରେ ହାତୀ ଥିବାରୁ ଲୋକ ମାନେ ଜମିବାଡିକୁ ଯାଇପାରୁନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking