21.1 C
Bhubaneswar
Sunday, December 7, 2025
Homeଓଡିଶା୬ରେ ବିକ୍ଷୋଭ କରିବ ବିଜେଡି

୬ରେ ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱର ରାଜଧାନୀରେ ଜାନୁଆରୀରେ ୬ ରେ ବିକ୍ଷୋଭ କରିବ ବିଜେଡି । ଏ ନେଇ ପ୍ରେସମିଟ ରେ ବରିଷ୍ଠ ବିଜେଡି ନେତାଙ୍କ ସୂଚନା ରହିଛି । ସୂଚନା ମୁତାବକ , ଜାନୁଆରୀ ୬ ରେ ବିକ୍ଷୋଭ କରିବ ବିଜେଡି । ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓଲ୍ହାଇବ ଦଳ । ଭୁବନେଶ୍ୱରରେ ବିକ୍ଷୋଭ କରିବବିଜୁ ଜନତା ଦଳ । ପ୍ରେସମିଟରେ ବରିଷ୍ଠ ବିଜେଡି ନେତାଙ୍କ ସୂଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking