25.1 C
Bhubaneswar
Saturday, December 6, 2025
Homeଓଡିଶାଶିକାରୀ ଧରିବ ଏଆଇ କ୍ୟାମେରା: ମନ୍ତ୍ରୀ

ଶିକାରୀ ଧରିବ ଏଆଇ କ୍ୟାମେରା: ମନ୍ତ୍ରୀ

ଭୁବନେଶ୍ୱର: ଅବାଧ ଶିକାର ରୋକିବା ସହ ଶିକାରୀଙ୍କୁ ଧରିବାକୁ ଏମିତି ଟ୍ରିକ ଆପଣାଇଛି ଏଆଇ କ୍ୟାମେରା । ଏବେ ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ ଲାଗିଛି । ଶିକାରୀଙ୍କ ଅସମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଏହି କ୍ୟାମେରା ଲଗାଯାଇଛି । କ୍ୟାମେରା ଶିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଛି । ଖୁବ ଶୀଘ୍ର ଦିବ୍ରୁଗଡ ଓ ଅନ୍ୟ ଅଭୟାରଣ୍ୟରେ ବି କ୍ୟାମେରା ଲାଗିବ । ଏପରିକି ଜଙ୍ଗଲ ଦେଇ ଯାଇଥିବା ରେଳ ଲାଇନରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧିକୁ ନଜର ରଖିବା ପାଇଁ ଏଆଇ କ୍ୟାମେରା ଲଗାଯାଇଛି । ଅନ୍ୟ ଜାଗାରେ ବି ଲଗାଯିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking