ଭୁବନେଶ୍ୱର: ଯେଉଁ ଅଧିକାରୀ ଦୁର୍ନୀତି କରିବେ ସେମାନଙ୍କ ବିରୁଧୋରେ କାଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ । ନେତା ହୁଅନ୍ତୁ କି ଅଧିକାରୀ । ଯିଏ ଦୁର୍ନୀତି କରିବ ଛଡାଯିବନି କହିଛନ୍ତି ବାବୁ ସିଂ । ଆହୁରି କହିଛନ୍ତି , ୨୪ ବର୍ଷର ସରକାରରେ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଥିଲା । ଅଫିସର , ନେତା ଦୁର୍ନୀତିରେ ବୁଡିକି ଅଛନ୍ତି କହିଛନ୍ତି ବାବୁ ସିଂ । ସାଧାରଣ ଲୋକଙ୍କ ସରକାର ଆସିଛି । ଦୁର୍ନୀତି କଲେ କାଯ୍ୟାନୁଷ୍ଠାନ ନିଆଯିବ ଏଭଳି କହିଛନ୍ତି ବାବୁ ସିଂ ।