ବେଙ୍ଗାଲୁର: ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣାରେ ସ୍ତ୍ରୀ ଗିରଫ ହୋଇଛନ୍ତି । ପତ୍ନୀ ନିକିତାଙ୍କୁ ଗୁରୁଗ୍ରାମରୁ ଗିରଫ କଲା ବେଙ୍ଗାଲୁରୁ ପୋଲିସ । ନିକିତାଙ୍କ ମାଆ ଓ ଭାଇ ଉତ୍ତରପ୍ରଦେଶ ପ୍ରୟାଗରାଜରୁ ଗିରଫ ହୋଇଛନ୍ତି । ଆତ୍ମହତ୍ୟା ପୂର୍ୱରୁ ସ୍ତ୍ରୀ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଇଞ୍ଜିନିୟର ଅତୁଲ । ମୃତ୍ୟୁ ପାଇଁ ପତ୍ନୀ ଓ ଶ୍ୱଶୁର ଘର ଲୋକଙ୍କୁ ଦାୟୀ କରିଥିଲେ ଅତୁଲ ।










