25.1 C
Bhubaneswar
Saturday, December 6, 2025
Homeଓଡିଶାବସ ଓଲଟି ଜଣେ ମୃତ, ୧୦ ଆହତ

ବସ ଓଲଟି ଜଣେ ମୃତ, ୧୦ ଆହତ

ଭଦ୍ରକ : ରାସ୍ତାରେ ଯାଉଥିବା ବେଳେ ପଥଚାରୀ ଉପରେ ଓଲଟି ପଡିଲା ବସ । ଫଳରେ ଘଟଣାସ୍ଥଳରେ ପଥଚାରୀର ମୃତ୍ୟୁ ହୋଇଛି । ୧୦ ଜଣ ବସ ଯାତ୍ରୀ ଆହତ ଅଛନ୍ତି । ବନ୍ତ ଥାନା ଜାଗୁଳାଇପଦା ଛକ ନିକଟରେ ବସଟି ଓଲଟି ପଡିଛି । ଭଦ୍ରକରୁ ବନ୍ତ ବସଟି ଯାଉଥିଲା । ବସଟି ପଥଚାରୀ ଉପରେ ପଡିଯାଇଥିବାରୁ ପଥଚାରୀର ମୃତ୍ୟୁ ହୋଇଛିା ଘଟଣା ସ୍ଥଳରେ ସ୍‌ଥିତି ଉତ୍ତେଜନା ଦେଖାଦେଇଛି । ସେହିପରି , ଉଦଳା ରାସ୍ତା କଡରେ ଭ୍ୟାନ ଓଲଟି ୧୩ ଶ୍ରମିକ ଆହତ ଅଛନ୍ତି । ଅସ୍ତିଆ ଛକ ନିକଟରେ ଓଲଟିଲା ପିକଅପ ଭ୍ୟାନ । ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ  ଅନ୍ୟ ସବୁ ଉଦଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking