ବଲାଙ୍ଗିର : ଟ୍ରେନ ଲାଇନରେ ପଡିଛି ୨ ମହିଳାଙ୍କ ମୃତଦେହ । କୁକୁଡାହାଡ ଗାଁ ନିକଟ ଟ୍ରେନ ଲାଇନରେ ପଡିଛି ମୃତଦେହ । ୨ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତ୍ୟୁର କାରଣ ଏଯାବତ ଧରାପଡିନାହିଁ । ଗୋଡ କଟା ଅବସ୍ଥାରେ ଟ୍ରାକ ମଝିରେ ପଡିଛି ଜଣଙ୍କ ମୃତଦେହ । ଅନ୍ୟ ଜଣେ ମହିଳାଙ୍କ ମୃତଦେହ ରେଳ ଧାରଣାରେ କଡରେ ପଡିଛି ।










