20.1 C
Bhubaneswar
Saturday, December 6, 2025
Homeଓଡିଶାକଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ  ହାଇପରଫର୍ମାନ୍ସ  ସେଣ୍ଟର ଉଦଘାଟିତ  

କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ  ହାଇପରଫର୍ମାନ୍ସ  ସେଣ୍ଟର ଉଦଘାଟିତ  

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ  ହାଇପରଫର୍ମାନ୍ସ  ସେଣ୍ଟର ଉଦଘାଟିତ ହୋଇଛି ।  ଉଦଘାଟନ କରିଛନ୍ତି ବ୍ୟାଡମିଣ୍ଟନ ସଂଘ ସଭାପତି ହିମନ୍ତ ବିଶ୍ୱଶର୍ମା । ଏହି କାଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କ୍ରୀଡା ମନ୍ତ୍ରୀ ଉପସ୍ଥିତ ଥିଲେ ।  ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭୁବନେଶ୍ୱର ଫେରିଆସି କଳିଙ୍ଗ ଷ୍ଟାଡିୟମରେ ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦ୍ଘାଟନ କାର‌୍ୟ୍ୟକ୍ରମରେ ଯୋଗଦେବେ । ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଭାବରେ ହିମନ୍ତ ବିଶ୍ୱଶର୍ମା ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି କାର‌୍ୟ୍ୟକ୍ରମରେ ଯୋଗଦେବେ । ଆଜି ଏକ ଘରୋଇ ହୋଟେଲରେ ରାତ୍ରି ଯାପନ କରି ଆସନ୍ତାକାଲି ଆସାମ ଫେରିଯିବେ ହିମନ୍ତ ବିଶ୍ୱଶର୍ମା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking