ଭୁବନେଶ୍ୱର: ଜେପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର , ସ୍ୱାସ୍ଥ୍ୟ , ରସାୟନ ଓ ସାର ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି । ତେବେ ଓଡ଼ିଶାରେ ଏନଆଇପିଇଆର ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଔଷଧ ବିଷୟରେ ଶିକ୍ଷାଗତ ଓ ଗବେଷଣା ବ୍ୟବଧାନ କମିବ । ଜେପି ନଡ୍ଡାଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।