16.1 C
Bhubaneswar
Saturday, December 6, 2025
Homeଅପରାଧଅଳଙ୍କାର ଦୋକାନରେ ନକଲି ସୁନା: ମନ୍ତ୍ରୀ

ଅଳଙ୍କାର ଦୋକାନରେ ନକଲି ସୁନା: ମନ୍ତ୍ରୀ

ଭୁବନେଶ୍ୱର: ଅଳଙ୍କାର ଦୋକାନରେ ନକଲି ସୁନା ଥିବା ନେଇ ଖବର ରହିଛି । ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ୫ ଅଳଙ୍କାର ଦୋକାନରେ ନକଲି ସୁନା ବିକ୍ରି ହୋଉଥିବା ନେଇ ଅଭିଯୋଗ । ତେବେ ନକଲି ହଲମାର୍କ ପାଇଁ ମାମଲା ପଞ୍ଜିକୃତ ହୋଇଛି । ସୂଚନା ଅନୁଯାଇ , ଅମ୍ବିକା ଜୁଏଲର୍ସ ବିରୋଧରେ ମାମଲା ରୁଜୁ ହୋଇଛି । ନକଲି ସୁନା ପାଇଁ କୁଚିଣ୍ଡା କୋର୍ଟରେ ମାମଲା ହୋଇଛି । କୁଜଙ୍ଗ ରାଜଶ୍ରୀ ଜୁଏଲର୍ସ , ପୁରୀ ର ସୁନା ଏବଂ ଚାନ୍ଦିର ଉପରେ ଲାଇସେନ୍ସ ବାତିଲ ହୋଇଛି । ସେହିପରି ସମ୍ବଲପୁର ଅଳଙ୍କାର ଜୁଏଲର୍ସ , ବରଗଡ଼ ରାଧାକାନ୍ତ ଜୁଏଲର୍ସ ର ଲାଇସେନ୍ସ ବାତିଲ କରାଯାଇଥିବା ନେଇ ସୂଚନା ରହିଛି । ଏ ନେଇ ବିଧାନ ସଭାରେ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ରଖିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking