Homeଅପରାଧଧରାପଡିଲେ ୭୮ ବାଂଲାଦେଶୀ ଅପରାଧଓଡିଶା ଧରାପଡିଲେ ୭୮ ବାଂଲାଦେଶୀ By Ona Khabara 10/12/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: ପାରାଦୀପରୁ ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ଼ । ୨ ଟି ବଡ ଟ୍ରଲର ସହ ଧରାପଡ଼ିଲେ ବାଂଲାଦେଶୀ । ସମସ୍ତଙ୍କୁ ଧରି ପାରାଦୀପ ଆଣୁଛି ଭାରତୀୟ କୋଷ୍ଟଗାର୍ଡ । ଜାହାଜ ଅମୋଘ ରେ ପାରାଦୀପ ଅଣାଯାଉଛି । ସନ୍ଧ୍ୟାସୁଦ୍ଧା ପାରାଦୀପରେ ପହଞ୍ଚିବା ସମ୍ଭାବନା । Share FacebookTwitterPinterestWhatsAppLinkedinReddItTelegram Previous articleଡ୍ରେନ ମୃତ୍ୟୁ: ଓଏଚଆରସିରେ ମାମଲାNext articleମହିଳାଙ୍କୁ ମଝି ଦରିଆରେ ଛାଡ଼ିଦେଲେ: ଟଙ୍କଧର Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ସୁଧୀର ପାତ୍ର ହତ୍ୟା ମାମଲା: ଆଜି ସିନ୍ ରିକ୍ରିଏସନ ଓଡିଶା ମହାନ ଜନନେତା ଓ ସ୍ୱାଧୀନତା ସଂଗ୍ରାମୀ ଡଃ ସଦାଶିବ ତ୍ରିପାଠୀଙ୍କ ଆଦର୍ଶକୁ ସ୍ମରଣ କରି... ଓଡିଶା ଗାଁ ମୁହାଁ ହାତୀ: ଭୟଭୀତ ଗ୍ରାମବାସୀ ଓଡିଶା ବିରୂପା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ