21.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶସିରିଆ ରାଷ୍ଟ୍ରପତିଙ୍କ ବିମାନ ଦୁର୍ଘଟଣା

ସିରିଆ ରାଷ୍ଟ୍ରପତିଙ୍କ ବିମାନ ଦୁର୍ଘଟଣା

ନୂଆଦିଲ୍ଲୀ: ସିରିଆରୁ ଆସିଛି ଏକ ବଡ ଖବର । ସିରିଆ ରାଷ୍ଟ୍ରପତି ବସର ଅଲ ଅସଦଙ୍କ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଠାବ ନେଇ ଖବର ରହିଛି । ସୂଚନା ଅନୁସାରେ ତାଙ୍କ ବିମାନଟି ଆକାଶଠାରୁ ୫୦୦ ମିଟର ଦୂରତାରେ କ୍ରାଶ ହୋଇଥିଲା । କ୍ରାଶ ପୂର୍ବରୁ ବିମାନଟି ରଡାରରୁ ଗାୟବ ହୋଇଯାଇଥିଲା । ବସର ଅଲ୍ ଅସଦ୍ ନିଜ ପରିବାର ସହ ଦେଶ ଛାଡି ପଳାୟନ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ବିମାନ ଦୁର୍ଘଟଣା ପଛରେ ବିଦ୍ରୋହୀ ମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking