26.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶହ୍ରଦକୁ ଖସିପଡିଲା କାର : ୫ ମୃତ

ହ୍ରଦକୁ ଖସିପଡିଲା କାର : ୫ ମୃତ

ନୂଆଦିଲ୍ଲୀ : ହ୍ରଦକୁ କାର ଖସିପଡିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ହୋଇଛନ୍ତି । ଭୁବନଗରୀ ଜିଲ୍ଲା ପୋଚାମପଲ୍ଲୀ ଥାନା ଅଞ୍ଚଳରେ ଦୁର୍ଘଟଣା ଘଟିଛି । କୋଠାଗୁଡେମରୁ ଆସିବା ବେଳେ ହ୍ରଦରେ ଗଳି ପଡିଲା କାର । ଜଲାଲପୁର ହାଁ ନିକଟରେ ଭାରସାମ୍ୟ ହରାଇଥିଲେ ଡ୍ରାଇଭର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking