ଭୁବନେଶ୍ୱର: ପାନୀୟ ଜଳ ମନ୍ତ୍ରୀଙ୍କ ଉତ୍ତରରେ ବିଜେଡିର ଜବାବ। ବିଜେଡି ବିଧାୟକ ଗଣେଶ୍ୱର ବେହେରା ଜବାବ ରଖିଛନ୍ତି । ଯେଉଁ ମାନେ ମଲେଇ ଖାଇ ପଳାଇଛନ୍ତି , ବାନ୍ଧନ୍ତୁ ସରକାର । ସୂଚନାଯୋଗ୍ୟ ଗୃହରେ ମେଗା ଜଳ ପ୍ରକଳ୍ପ ଠିକା କାମରେ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ । ଟାର୍ଗେଟ କରିଥିଲେ ପାନୀୟ ଜଳ ମନ୍ତ୍ରୀ ରବି ନାୟକ। ପୂର୍ବ ସରକାରରେ ଠକାଦାର ମାନେ ମଲେଇ ନେଇ ପଳାଇଛନ୍ତି । କେବଳ ପାଇପ ବିଛା କାମ କରିଥିଲେ । ଘରକୁ ଟ୍ୟାପ ଲଗାଇଛନ୍ତି । ଯେଉଁମାନେ ଠିକା ନେଇଥିଲେ , ୫୮ % ପଇସା ନେଇ ପଳାଇଛନ୍ତି । ଏହି ପରିପେକ୍ଷରେ ବିଜେଡି ଏହାର ଜବାବ ରଖିଛି ।