16.1 C
Bhubaneswar
Saturday, December 6, 2025
Homeଓଡିଶାରେଳ ଷ୍ଟେସନ ନିକଟରେ ଅଜଣା ମୃତଦେହ

ରେଳ ଷ୍ଟେସନ ନିକଟରେ ଅଜଣା ମୃତଦେହ

ଭୁବନେଶ୍ୱର: ରାଜଧାନୀରୁ ମିଳିଛି ଅଜଣା ଯୁବକଙ୍କ ମୃତଦେହ । ମଞ୍ଚେଶ୍ୱର ରେଳ ଷ୍ଟେସନ ନିକଟ ମୁଖ୍ୟ ଡ୍ରେନ୍‌ରେ ପଡିରହିଛି ଏକ ମୃତଦେହ । ମଞ୍ଚେଶ୍ୱର ଏବଂ ଜିଆର୍‌ପି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ସକାଳୁ ମଞ୍ଚେଶ୍ୱର ରେଳ ଷ୍ଟେସନ ନିକଟରେ ଥିବା ମୁଖ୍ୟ ଡ୍ରେନ୍‌ରେ ଗୋଟେ ମୃତଦେହ ଭାସୁଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଜିଆର୍‌ପିକୁ ଖବର ଦିଆଯାଇଥିଲା । ଖବର ପାଇ ଉଭୟ ମଞ୍ଚେଶ୍ୱର ଥାନା ପୋଲିସ ଏବଂ ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ତଦନ୍ତ ମଧ୍ୟ ଜାରି ରଖିଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ , ପୋଲିସ ତଦନ୍ତ କରୁଥିବା ନେଇ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking