36.1 C
Bhubaneswar
Friday, March 27, 2026
Homeଓଡିଶାଜଳିଗଲା ୪୦ କୁଇଣ୍ଟାଲ ଧାନ : ଚିନ୍ତାରେ ଚାଷୀ

ଜଳିଗଲା ୪୦ କୁଇଣ୍ଟାଲ ଧାନ : ଚିନ୍ତାରେ ଚାଷୀ

ଅନୁଗୋଳ :  ନିଆଁଲାଗି ଜଳିଗଲା ୪୦ କୁଇଣ୍ଡାଲ ଧାନ ।  ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ କ୍ଷେତି ଗାଁରେ ଏହି ଘଟଣା ଘଟିଛି । କ୍ଷେତି  ଗାଁର ଜମ୍ବେଶ୍ୱର ପ୍ରଧାନ ନିଜ ଧାନ ଅମଳ ପରେ ଖଳାରେ ରଖିଥିଲେ। ଗତକାଲି ବିଳମ୍ବିତ ରାତିରେ ଧାନ ଖଳରେ ନିଆଁ ଲଗିଯାଇଥିଲା। ଜମ୍ବେଶ୍ୱର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।  ଅଗ୍ନିଶମ ବାହିନୀ  ପହଞ୍ଚି ନିଆଁ ନିଭାଇବା ବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ଧାନ ଗଦାରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡି ଘଟିଥିବା ସନ୍ଦେହ କରାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking