20.1 C
Bhubaneswar
Saturday, December 6, 2025
Homeଓଡିଶା୩ ଦିନ ପାଇଁ ‘ମୋ ବସ୍‌’ କଟକଣା    

୩ ଦିନ ପାଇଁ ‘ମୋ ବସ୍‌’ କଟକଣା    

ଭୁବନେଶ୍ୱର : ଆଜିଠୁ ୩ ଦିନ ଯାଏଁ ମୋ ବସ୍ ଚଳାଚଳରେ  କଟକଣା ରହିବ ।  ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କ୍ରୁଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଜିଠୁ ୧ ତାରିଖ ଯାଏଁ କଟକଣା ଜାରି କରିଛି କ୍ରୁଟ । ଟ୍ରାଫିକ କଟକଣାକୁ ଦୃଷ୍ଟିରେ ରଖି ମୋ ବସ ଚଳାଚଳ ବାଧାପ୍ରାପ୍ତ ଯେପରି ନ ହେଉ ଏଭଳି କଟକଣା ଜାରି କରାଯାଇଛି ।  ରୁଟ ନମ୍ବର ୯,୧୦ ୧୧,୧୨,ଏଇ୧, ଏଇ୨, ୧୩,୧୭,୨୦,୨୧,୨୨ଏ ,୨୩,୨୫, ୨୬,୨୭,୨୮,୩୦,୩୧,୩୨,୩୬,୩୭.୩୮,୩୯,୪୦,୪୪,୪୬,୪୭,୬୪,ଏବଂ ୬୬ରେ ମୋ ବସ ଚଳାଚଳର ପ୍ରଭାବିତ ହେବ । ଆଜିଠୁ ୩ଦିନ  ପଯ୍ୟନ୍ତ  ଏହି କଟକଣା ରହିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking