18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମୋଦିଙ୍କୁ ଧମକ ଦେଇଥିବା ମହିଳା ଗିରଫ

ମୋଦିଙ୍କୁ ଧମକ ଦେଇଥିବା ମହିଳା ଗିରଫ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଲ କରି ଧମକ ଥିବା ମହିଳାଙ୍କୁ ମୁମ୍ବାଇ ପୋଲିସ ଜଣେ 34 ବର୍ଷ ବୟସ୍କ ମାନସିକ ଅସ୍ଥିର ମହିଳାଙ୍କୁ ଗିରଫ କରିଛି । ପୋଲିସ କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ କଲ ଆସିଥିବା ଜଣେ ଅଧିକାରୀ କହିଛନ୍ତି। ପଶ୍ଚିମ ଉପକଣ୍ଠରେ ଥିବା ଆମ୍ବୋଲିକୁ ଏହି କଲ ଆସିଥିଲା ଏବଂ ପରବର୍ତ୍ତୀ ସମୟରେ ଏକ ମାମଲା ରୁଜୁ ହୋଇଥିଲା ଅଧିକାରୀ କହିଛନ୍ତି ଯେ ମୁମ୍ବାଇ ରେ ଏକ ମାନସିକ ଗ୍ରସ୍ତ ମହିଳା କଲ୍ କରିଥିଲେ । ତେବେ ବ୍ୟକ୍ତିଙ୍କୁ ଟ୍ରାକ କରି ପଚରାଉଚରା କରିବା ପରେ ମହିଳାଙ୍କୁ ଗିରଫ କରିଥିଲା। ଅନୁସନ୍ଧାନ ପରେ ମହିଳା ଜଣଙ୍କ ମାନସିକ ସ୍ତରରେ ଅସ୍ଥିର ଥିବା ଜଣାପଡିଥିଲା ​​ଏବଂ ଏହି କଲ୍କୁ ‘ପ୍ରଙ୍କ’ ଶ୍ରେଣୀଭୁକ୍ତ କରାଯାଇଥିଲା ବୋଲି ସେ କହିଛନ୍ତି। ଉକ୍ତ ମହିଳାଙ୍କ ପାଖରେ କୌଣସି ଅପରାଧି ରେକର୍ଡ ନାହିଁ ବୋଲି ପୋଲିସ କହିଛି । ଅଧିକ ଅନୁସନ୍ଧାନ ଚାଲିଥିବା ନେଇ ପୋଲିସ ସୂଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking