ଭୁବନେଶ୍ୱର : ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ । କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି । ଖୋଜା ଖୋଜି କରି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । ରାଜ୍ୟର ପ୍ରକୃତ ହିତାଧିକାରୀଙ୍କୁ ମିଳିବ ଘର । ଡିସେମ୍ବରରେ ଗାଁରେ ଗାଁରେ କ୍ୟାମ୍ପ କରାଯିବ । ଲୋକେ ଏହି କର୍ମଶାଳାରେ ଯୋଗଦେବେ । ଦିବ୍ୟାଙ୍ଗ ଓ ବିଧାନସଭାମାନଙ୍କୁ ଅଗ୍ରାଧିକାର ମିଳିବ । ଦୁଇ ମାସ ମଧ୍ୟରେ ସର୍ଭେ ଶେଷ ହେବ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି ।










