ଯାଜପୁର :ଯାଜପୁର ସହର ଅଶାନ୍ତ ଥିଲା ବେଳ କଳିଙ୍ଗନଗର ରେ ବିସ୍ଥାପିତ ମାନଙ୍କ ରଣ ହୁଙ୍କାର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ମୁଣ୍ଡ ବ୍ୟଥା କାରଣ ହୋଇଚି କଲିଙ୍ଗ ନଗର ରେ ବିସ୍ଥାପିତ ସମସ୍ୟା କୁ ସମାଧାନ କରିବା ରେ ଜିଲ୍ଳା ପ୍ରଶାସନ ବିଫଳ ହୋଇଛି l ମୃତ ବିସ୍ଥାପିତ ପରିବାର ର ମାନଙ୍କୁ ନିଳାଚଳ ଇସ୍ପାତ୍ କାରଖାନା ରେ ନିଯୁକ୍ତି ଓ ତିନି ଦ ଫା ଦାବି କୁ ରାଜ ସରକାର ପୂରଣ କରିବା କୁ ବିସ୍ଥାପିତ ମାନେ ଦାବି କରି ଆସିଛନ୍ତି l ପୁର୍ବରୁ ନିଳାଚଳ ଫାଟକ ସମ୍ମୁଖ ଦିର୍ଗ୍ର ଦିନ ଧରି ଧାରଣ ରେ ଖରା ଶୀତ ଖାଇ ଧାରଣା ଦେଇ ଥିଲେ l ନିର୍ବାଚନ ଥିବାରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଦୃଢ଼ ପ୍ରତି ଶ୍ରୁତି ଦେଇ ଅନ୍ଧୋଲାଣ ପ୍ରଶମିତ କରି ଥିଲେ ନିର୍ବାଚନ 5ମାସ ରୁ ଉର୍ଦ୍ଧ ବିତି ଯାଇଥିଲେ ମଧ୍ୟ୍ୟ କଳିଙ୍ଗନଗର ଆଦିବାସୀଙ୍କ ଙ୍କ ବିସ୍ଥାପିତ ଦାବି କଥା ନ ବୁଜିବାରୁ ଜମି ବାଡ଼ି ଘର ନିଳାଚଳ ଇସ୍ପାତ କାରଖାନା ରେ ହରାଇ ବିସ୍ଥାପିତ ପରିବାର ମାନେ ଏବେ ତାତି ଛନ୍ତି ଆମକୁ ଚାକିରି ନ ଦେଲ ଏହିଟି ମରିବୁ ସେମାନଙ୍କୁ ପୋଲିସ ବାଧା ଦେବା ରୁ ନିଳାଚଳ କାରଖାନା ର 500ଫୁଟ ଦୂର ଥିବା ଟୋଲ ଗେଟ ନିକଟର ଧାରଣ ବସି ଛ୍ଚନ୍ତି ରାତି ଶୀତ ଜଡ଼ା କୁ ଭୂକ୍ଷେପ ନକରି ଛୁଆ ପିଲା ଙ୍କୁ ଧରି ଧାରଣ ରେ ବସିଛନ୍ତି ଓ ରାଷ୍ଟ କଡେରେ ଶୋଇ ଅଗ ଆମ କଥା ଭୁଜ ନ ଭୂଜିଲେ ଏହି ରାସ୍ତା ଉପରେ ମରିବୁ ଏଥି ପାଇଁ ନୀଳାଚଳ କାରଖାନା କତ୍ତୁ ପାକ୍ଷ ଓ ସରକାର ଦାୟୀ ରହିବେ ଆମ ର ହକ ପାଇଁ ଲଢ଼ୁଛି l ପୋଲିସ୍ ପ୍ରଶାସନ ଶୀତ କାକର ସେମାନଙ୍କୁ ଜଗିଛନ୍ତି ନୀଳାଚଳ କାରଖାନା ସମ୍ମୁଖରେ 7 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି lନୀଳାଚଳ ବିସ୍ଥାପିତ ପରିବାରକୁ ମିଳୁନି ନ୍ୟାୟ । ଜିଲ୍ଲା ପ୍ରଶାସନର ବାରମ୍ବାର ମିଛ ପ୍ରତିଶ୍ରୁତି ବିରୁଧରେ ଶାଣିତ ହେଉଛି ଆନ୍ଦୋଳନ । ବିସ୍ଥାପିତ ପରିବାରର ଦାବି ହାସଲ ପାଇଁ ସେମାନଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।