27.1 C
Bhubaneswar
Sunday, November 24, 2024
Homeଅପରାଧମା' କୁ ମାରିଦେଲା ପୁଅ

ମା’ କୁ ମାରିଦେଲା ପୁଅ

ଅନୁଗୁଳ: ମା କୁ ପିଟି ପିଟି ମାରିଦେଲା ପୁଅ। ପୁଅ ର ମାଡ଼ରେ ୭୦ ବର୍ଷୀୟା ମା ମୃତ। ଏମିତି ଅଭାବନିୟ ଦୁଃଖଦ ଓ ଲଜ୍ୟାଜନକ ଘଟଣା ଘଟିଛି ଟାଉନ ଥାନା ଶୁଶୁଡା ଗାଁ ରେ। ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସ ର ପଚରା ଉଚରା କରୁଥିବା ନେଇ ସୂଚନା ରହିଛି । ତେବେ ସମାଜରେ ପ୍ରତେକ ଦିନ ଅନେକ ଘଟଣା ଓ ଦୁର୍ଘଟଣା ଘଟୁଥିବା ବେଳେ , ଆଜି ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁ ମା ଜନ୍ମ କରି କଷ୍ଟ ରେ ବଡ ମଣିଷ କରେ ନିଜେ ନ ଖାଇ , ନିଜ ପିଲାକୁ ଖାଇବାକୁ ଦେଇ ତାର ସବୁ ଅଳି, ଅରଦଳି କୁ ସହି ଥାଏ , ଆଜି ସେଇ ପୁଅ କୌଣସି କାରଣ ରୁ ନିଜ ମା କୁ ହତ୍ୟା କରିବାକୁ ପଛେଇ ନାହିଁ । ନିଜ ମା କୁ ପିଟି ପିଟି ମାରିଦେଇଥିବାର ଖବର ଚର୍ଚ୍ଚା ର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking