21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶୱାୟନାଡ ଉପ- ନିର୍ବାଚନ : ପ୍ରିୟଙ୍କା ଗାନ୍ଧୀ ଆଗୁଆ

ୱାୟନାଡ ଉପ- ନିର୍ବାଚନ : ପ୍ରିୟଙ୍କା ଗାନ୍ଧୀ ଆଗୁଆ

ନୂଆଦିଲ୍ଲୀ : ମହାରାଷ୍ଟ୍ର  ଓ ଝାଡଖଣ୍ଡ ବିଧାନସଭା  ସହିତ  ଆଜି ୱାୟନାଡ  ଲୋକସଭା  ଆସନ ପାଇଁ  ହୋଇଥିବା ଉପନିର୍ବାଚନ
ର ମଧ୍ୟ ଫଳାଫଳ ଆସୁଛି ।  ଆଜି ଦିନ ୧୧ଟା ସୁଦ୍ଧା  ପ୍ରାୟ ୧ ଲକ୍ଷରୁ  ଅଧିକ ଭୋଟରେ  ନିଜ ନିକଟତମ  ପ୍ରତିଦ୍ୱନ୍ଦୀ କମ୍ୟୁନିଷ୍ଠ ଦଳରୁ ଭେତେରାନ  ସତ୍ୟମ ମୋକେରି ଏବଂ ବିଜେପି ଦଳରୁ ନବ୍ୟ ହରିଦାସଙ୍କଠାରୁ  ଆଗୁଆ ଅଛନ୍ତି  ପ୍ରିୟଙ୍କା ଗାନ୍ଧୀ । ସୂଚନା ଅନୁସାରେ , ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ୱାମୀ ରବର୍ଟ ଭାଦ୍ରା ତାଙ୍କୁ  ସୋସିଆଲ ମିଡିଆରେ ଶୁଭେଛ୍‌ଛା ଜଣାଇଛନ୍ତି । ତେବେ ୨୦୨୪ ଲୋକସଭା  ନିର୍ବାଚନବେଳ  ଆମେଥି ସହିତ  ୱାୟନାଡ ଆସନରୁ ଲଢିଥିଲେ  ରାହୁଲ ଗାନ୍ଧୀ । ହେଲେ ଦୁଇ  ଯାକ ଆସନରୁ  ନିର୍ବାଚନ ଜିତିବା ପରେ  ରାହୁଲ ଆମେଥି ଆସନକୁ  ରଖି ୱାୟନାଡ ଆସନ ଛାଡିଦେଇଥିଲେ ।  ଯାହା ପରେ ସେଠାରେ ଉପ ନିର୍ବାଚନ ହେଉଛି । ଆଉ କଂଗ୍ରେସ  ପ୍ରିୟଙ୍କା ଗାନ୍ଧୀଙ୍କୁ  ଏଠାରୁ ପ୍ରାର୍ଥୀ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking