20.1 C
Bhubaneswar
Wednesday, December 24, 2025
Homeଓଡିଶାବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା

ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା

ପିପିଲି : ବିଦ୍ୟୁତ  ବିଭାଗ କାର୍ଯ୍ୟାଳୟରେ ତାଲା । ସାକ୍ଷୀଗୋପାଳ ବିଦ୍ୟୁତ କାର୍ଯ୍ୟାଳୟରେ ପଡିଲା ତାଲା । ତାଲା ପକାଇଲେ  ଉତ୍ୟକ୍ତ ମହିଳା ଗୋଷ୍ଠୀ । ସତ୍ୟବାଦୀ ପରଜାପଡା  ପଞ୍ଚାୟତର  ମହିଳା  ତାଲା ପକାଇଲେ । ମରାନଡିଆ ତେଲ ପ୍ରକଳ୍ପ ଗୋଷ୍ଟୀ ଗୃହକୁ ବିଜୁଳି ନଦେବାରୁ ହଙ୍ଗାମା  ଦେଖାଦେଇଥିଲା । କାଯ୍ୟାଳୟରେ ତେଲ ପକାଇ  ଧାରଣାରେ ବସିଲେ ମହିଳା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking