ପୁରୀ: ଜଗା ଜମି ଜାଲିଆତି: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ । ମାଟିତୋଟା ମୌଜା ଜମି କେଳେଙ୍କାରୀ ଘଟଣାର ତଦନ୍ତ ଆରମ୍ଭ । ତଦନ୍ତ ସମ୍ପର୍କରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସୂଚନା । ଅକ୍ତିଆର କିମ୍ବା କୋଠା ନିର୍ମାଣ କରୁଥିଲେ ଉଚ୍ଛେଦ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ବାସେଳି ସାହି ଥାନାରେ ମାମଲା ରୁଜୁ ହୋଇଛି । କେଉଁମାନେ ଜମି କିଣିଛନ୍ତି , କିଏ ଘର କରିଛନ୍ତି ତଦନ୍ତ କରାଯାଉଛି ।